ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଠାରେ ପୂଷ୍ୟ ପୂର୍ଣ୍ଣିମା ଅବସରରେ ଆୟୋଜିତ ଲକ୍ଷ୍ମୀ ପୂଜା ରେ ମୁଖ୍ୟ ଅତିଥି ଭାବେ ବିଜେପି ର ରାଜ୍ୟ ମୁଖ ପାତ୍ର ତେଜେଶ୍ୱର ପରିଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଈ ଥିଲେ ଗ୍ରାମ ବାଶି ଉପସ୍ଥିତ ରହି ସ୍ୱଗତ ଜଣାଇ ଥିଲେ ବିଶ୍ବଜିତ ପଣ୍ଡା, ଜ୍ଞାନରଞ୍ଜନ ମିଶ୍ର, ବଶନ୍ତ ବେହେରା ରାଜକିଶୋର ମିଶ୍ର କମଳାକାନ୍ତ ମିଶ୍ର, ଜ୍ୟୋର୍ତିବିନ୍ଦୁ ଦାସ, ଜ୍ୟୋତିରଞ୍ଜନ ସେନାପତି, ସମେତ ଉକ୍ତ ଲକ୍ଷ୍ମୀ ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଠାରେ ପୂଷ୍ୟ ପୂର୍ଣ୍ଣିମା ଅବସରରେ ଲକ୍ଷ୍ମୀ ପୂଜା ଆୟୋଜିତ
Byjagratbharatnews
Feb 16, 2024
