Spread the love

ଜଗତସିଂହପୁର: ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ତିର୍ତ୍ତୋଲ ଥାନା ସିରୋଳ ଗାଁରେ ପୁଲିସକୁ ମାଡ଼, ମହିଳା ଏଏସ୍‌ଆଇ ଗୁରୁତର, କଟକ ସ୍ଥାନାନ୍ତର; ଆଉ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା l

Leave a Reply

Your email address will not be published. Required fields are marked *