Spread the love

ଗାଡ଼ି ଚକାତଳେ ଚାଲିଗଲା ଜୀବନ !

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲଥାନା ହରିହରପୁର ପଂଚାୟତ ବି କୋଲନୀ ରାସ୍ତାରେ ଏକ କୋଇଲା ବୁଝେଇ ଟ୍ରକରେ ଧକା ହୋଈ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି ! ଯୁବକ ଙ୍କ ଘର ଟେଣ୍ଟେଇବେରଣି ଗ୍ରାମର ସୁମନ୍ତ ଭୁତିଆ ବୋଲି ଜଣାପଡିଛି ସେ ntpc ରେଲୱ ଲାଇନ ବି କୋଲନୀ ଗେଟ୍ ଠାରେ ଗେଟ୍ ମ୍ୟାନ୍ ଭାବେ କାର୍ଯ୍ୟ କରନ୍ତି ! କାଲି ରାତି ପ୍ରାୟ ସାଢେ଼ ୧୧ ଡିଉଟିରେ କାର୍ଯ୍ୟରେଥିଲେ! କୌଣସି ଏକ କାମ ରେ ବାଇକ୍ ମାଧ୍ୟମ ରେ ଯାଉଥିବା ବେଳେ ତାଳଚେର ପାଖରୁ ଡେରଙ୍ଗ ଜିନ୍ଦଲ କମ୍ପାନୀକୁ ଯାଉଥିବା କୋଇଲା ବୋଝେଇ ଟ୍ରକ୍ ସୁମନ୍ତ ଭୂତିଆ ଙ୍କୁ ଟ୍ରକ୍ ଚାପି ଦେଇଥିଲା ! ସଡ଼କ ଦୁର୍ଘଟଣାରେ ଦିନକୁ ଦିନ କଣିହାଁ ଅଞ୍ଚଳ ରେ ବଢ଼ି ଚାଲିଛି ଏ ଦୁର୍ଘଟଣା ଦିନକୁ ଦିନ ବଢୁଥିବା ବେଳେ ଅନେକ ପରିବାର ସଂସାର ଉଜାଡି ଯାଉଛି ! ଏ ନେଇ ଥାନୀୟ ଭଦ୍ର ଲୋକ ଓ ଜିନ୍ଦଲ ଇଣ୍ଡିଆ କାର୍ତ୍ୟୁପକ୍ଷ ମିଶି ଆଲଚନା ହେଲାକି ମୂର୍ତଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଦେବାପାଇଁ ସ୍ତରୀକୃତ ହେଲା!ଶୁଦ୍ଧିକ୍ରିୟା ପାଈଁ 3 ଲକ୍ଷ ଟଙ୍କା ନଗଦ ଦିଆଯିବା ସହିତ ପରିବାର ଭରଣ ପୋଷଣ ପାଈଁ ମାସିକ 15000 ଟଙ୍କା ମୂର୍ତକ ସ୍ତ୍ରୀ ଗୀତାଞ୍ଜଳି ଭୂତିଆ ଙ୍କ ନାମରେ ନେବାପାଇଁ ସ୍ତରୀକୃତ ହେଲା. ଏ ଘଟଣା କୁ ସମଲ ଥାନା ଏବଂ NTPC ଥାନା ଘଟଣା ତଦାରଖ କରୁଛନ୍ତି!କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *