ଗୃହ ୪ଟା ଯାଏ ମୁଲତବି
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ।
୨ ବିଧାୟକଙ୍କ ନିଲମ୍ବନ ପ୍ରତିବାଦରେ BJP ସଦସ୍ୟଙ୍କ ପ୍ରତିବାଦ।
ବାଚସ୍ପତିଙ୍କ ପୋଡିୟମ ତଳେ ବିଜେପି ସଦସ୍ୟଙ୍କ ପ୍ରତିବାଦ।
ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି ରଖିଲେ ବାଚସ୍ପତି।