Spread the love

ଚନ୍ଦ୍ରମୁ ଠାରେ ରାଜସ୍ୱ ନିରୀକ୍ଷକ ସର୍କଲ କାର୍ଯ୍ୟାଳୟର ନୂତନ ଗୃହର ଶିଳାନ୍ୟାସ କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ

ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚନ୍ଦ୍ରମୁ ଠାରେ ରାଜସ୍ୱ ନିରୀକ୍ଷକ ସର୍କଲ କାର୍ଯ୍ୟାଳୟର ନୁତନ ଗୃହର ଶିଳାନ୍ୟାସ କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ, ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ସରପଞ୍ଚ ମାନସ ମଲ୍ଲୀକ, ସମିତି ସଭ୍ୟ ବୈଦ୍ୟନାଥ ମଲ୍ଲିକ, ରଣପୁର ସରପଞ୍ଚ ରିୟଙ୍କା ଜେନା , ରବିନ୍ଦ୍ର ବେହେରା ଓ ଚନ୍ଦ୍ର ଶେଖର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *