Spread the love

ଚପରିଆ ଠାରେ ଫୁଟବଲ ଟୁର୍ନାମେଣ୍ଟ ଉଜା୍ପିତ ହୋଇଯାଇଛି

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପରିଆ ଗ୍ରାମ ପଂଚାୟତ. ଖୋଦ ଚପରିଆ ଗ୍ରାମ ରେ ଲୋପ ପାଉଥିବା ଫୁଟ ବଳ ଟୁର୍ନାମେଣ୍ଟ ଆଜି ମନେପକାଇବା ପୁର୍ନର ଜୀବିତ କିପରିହେଇ ରହିବ ତାହା ଆଜି ତା.2./9/2023ରେ ଚାଲିଛି ଆଜିଫୁଟ ବଲ ଟୁର୍ନାମେଣ୍ଟ ଚାଲିଛି କେଗାଁ ସହ ମସିଗାଁ ମଧ୍ୟ ରେଖେଳ ହୋଇ ଥିଲା ମସିଗାଁ ବିଜୟ ହାସଲ କରିଥିଲେ ଚପରିଆ ସହ ଲିଆଡ଼ ମଧ୍ୟ ରେ ଖେଳହୋଇଥିଲା ବିଜେତା ଲିଆଡ଼ ଏକ ଶୂନ ଗୋଲରେ ବିଜୟ ହୋଇଥିଲେ
ଚ ହରା ସହ କୁହୁରା ମଧ୍ୟ ରେ ଖେଳହୋଇଥିଲା କୁହୁରା ବିଜୟ ହାସଲ ହୋଇଥିଲେ ପୁଣି ଆଜି ବିଜେତା ମାନଙ୍କ ମଧ୍ୟରେ ହେବଖେଳ ରେଫ୍ରି ଭାବରେ ଖଲିଆ ପାଳିର ବିପିନ ନା ଏକ ଖେଳ ଟି ଅତି ସୁନ୍ଦର ଭାବରେ ରେଫ୍ରି କରିଥିଲେ
ପୁସ୍ତମ ମାଝୀ ଲାଇନ ମେନ ଭାବ ରେ କାର୍ଯ୍ୟ ତୁଲାଇ ଥିଲେ ଶତାଧିକ ଦର୍ଶକ ମନ ଭାରି ଉପଭୋଗ କରିଥିଲେ

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରସଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *