Spread the love

ବ୍ରହ୍ମପୁର ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ.

ବ୍ରହ୍ମପୁର, (ରୂପକ ମହାନ୍ତି )ସଡ଼କ ସୁରକ୍ଷା
ଜୀବନ ରକ୍ଷା. ଆଜି ବ୍ରହ୍ମପୁର ଡି.ଏ.ଭି ପବ୍ଲିକ
ସ୍କୁଲ ଠାରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର
ଟ୍ରାଫିକ ଥାନା ଅଧିକାରୀ ବାଲ ସୁବ୍ରମନିୟମ ପ୍ରଧାନ ଯୋଗ ଦେଇ ପିଲା ମାନଙ୍କୁ ଟ୍ରାଫିକ
ନିୟମ ବିଷୟରେ ସଚେତନା କରିଥିଲେ.
ପରିଶେଷରେ ପିଲା ମାନଙ୍କ ମଧ୍ୟରେ ଏକ
ବକୃତା ପ୍ରତିଯୋଗିତା ହୋଇଥିଲା.ବକୃତା ରେ
କୃତି ହାସଲ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ
ବ୍ରହ୍ମପୁର ଟ୍ରାଫିକ ଥାନା ଅଧିକାରୀ ବାଲ ସୁବ୍ରମନିୟମ ପ୍ରଧାନ ପୁରସ୍କାର ବଣ୍ଟନ କରିଥିଲେ.

Leave a Reply

Your email address will not be published. Required fields are marked *