Spread the love

ଚପରିଆ ହାଇସ୍କୁଲ ରେ 5t ସ୍କୁଲ ରୂପାନ୍ତରିତ ହୋଇ ଯାଇଛି

ଆଜି ସାରା ଓଡିଶା ରେ 5t. ସ୍କୁଲ ରୂପାନ୍ତରିତ ହୋଇଥି ବାବେଳେ କଳାହାଣ୍ଡି ଜିଲ୍ଲା ରେ ମଧ୍ୟ 115ଟି ସ୍କୁଲ ରୂପାନ୍ତରିତ ହୋଇ ଛି ଓ 82ଟି ସ୍କୁଲ ପ୍ରବର୍ତ୍ତୀ ପ୍ରଯ୍ୟାୟ ହେଵବୋଲି କ୍ୟାପଟେନ ଦିବ୍ୟ ସଙ୍କର ମିଶ୍ର ଓ ଓଡିଶା ମୁଖ୍ୟ ମନ୍ତ୍ରୀ ନବୀନପଟନାୟ ପ୍ରତିଶୃତି ଦେଇ ଛନ୍ତି ଉକ୍ତ 5t ସ୍କୁଲ ରୂପାନ୍ତରିତ କାଯ୍ୟକ୍ରମ ଚପରିଆ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଭୋଇ. ସ୍କୁଲ ସଭା ପତି ଦାମ ମାଝି ଉଦଘାଟନି ଉଚ୍ଚ ବଟି କୁ ପରି ଚଳନା କରିଥିଲେ ଉକ୍ତ ଉତ୍ସ ବରେ ସ୍କୁଲ ଛାତ୍ର ଛାତ୍ରୀ. ଅବିଭାବକ. ତଥା. ସ୍କୁଲ ଶିକ୍ଷକ ବୀର ରଣା. ବେହେରା sir. କ୍ଲର୍କ ସାହୁ. ରଜନୀ ଗହୀର. ଦିବାକର ମାଝି. ସମିତି ସଭ୍ୟା ଦେବକୀ ଖୁରା. ନର ହରି ବାଗ. ହେମନ୍ତ ସାହୁ. ସମାଜ ସେବି ପବିତ୍ର ବେହେରା. Kaels bhoe. ଚକ୍ର ସେଠିଆ. କପୁର ଚନ ସେଠିଆ ପ୍ର ମୁଖ୍ଉପସ୍ଥିତ ରହି ସଭା ସାଫଲ୍ୟ ମଣ୍ଡିତ କରି ଥିଲେ

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁର ଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *