Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଚିୟର ଗାର୍ଲସ ଙ୍କ ଧମାକା ମଧ୍ୟରେ ରୋମାଞ୍ଚକର ଓ ସଂଘର୍ଷ ପୂର୍ଣ୍ଣ ହିନ୍ଦୋଳ କପ କ୍ରିକେଟ ଟୁନାମେଣ୍ଟ ଲଢେଇ ର ପରିସମାପ୍ତି 

 

 

ଜେ ବି ଏନ, ୨୧/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଓଡିଶାର ଦଶ ଗୋଟି ଜିଲ୍ଲା ରୁ କ୍ରିକେଟ ଦଳ ଦଶ ତାରିଖ ରୁ କୋଡିଏ ତାରିଖ ପର୍ଯ୍ୟନ୍ତ ହିନ୍ଦୋଳ N. ଏ. C. ମିନି ଷ୍ଟାଡିୟମ ରେ ହିନ୍ଦୋଳ କପ ପାଇଁ ଜୋରଦାର ଲଢେଇ କରି ଥିଲେ l ସମସ୍ତ ଙ୍କୁ ପଛରେ ପକାଇ ଅନୁଗୋଳ ର ଜରଡ଼ା ଏକାଦଶ ଓ ନୟାଗଡ଼ର ନୟାଗଡ଼ ଅଲଫା ଏକାଦଶ ଅନ୍ତିମ ପର୍ଯ୍ୟାୟ କୁ ଯାଇଥିଲେ l କୋଡିଏ ତାରିଖ ରେ ଦୁଇ ବିଜେତାଙ୍କ ମଧ୍ୟରୁ ଟସ ଜିତି ନୟାଗଡ଼ ଦଳ ପ୍ରଥମେ ବ୍ୟାଟିଙ୍ଗ କରି କୋଡିଏ ଓଭରରେ ନଅ ୱକେଟ ହରାଇ 232 ରନ କରିଥିଲେ l 232 ରନ ପିଛା କରି ଜରଡ଼ା ଦଳ କୋଡିଏ ଓଭର ରେ ଆଠ ୱକେଟ ହରାଇ 168 ସଂଗ୍ରହ କରି ଉପବିଜେତା ହୋଇଥିଲା ଏବଂ ନୟାଗଡ ଦଳ ବିଜେତା ହୋଇ ବୃହତ ହିନ୍ଦୋଳ କପ କୁ ହାତେଇ ଚମ୍ପିୟାନ ହୋଇଥିଲା l ସମୁଦାୟ ଖେଳରେ ମ୍ୟାନ ଅଫ ଦି ମ୍ୟାଚ ନୟାଗଡ଼ର ଅଲଫା ଓ ମ୍ୟାନ ଅଫ ଦି ସିରିଜ ନୟାଗଡ଼ ର ମଣ୍ଟୁ ଲାଭ କରିଛନ୍ତି l ଚିୟର ଗାର୍ଲସ ଙ୍କ ଧମାକା ର ତାଳେ ତାଳେ ରାଘବେନ୍ଦ୍ର ଓ ପାପୁନ କୁମାରଙ୍କ ଧାରା ବିବରଣୀ ସହ ଦୁଇ ଅମ୍ପାୟାର ସନ୍ତୋଷ ଏବଂ ସଂଗ୍ରାମଙ୍କ ଖେଳ ପରିଚାଳନା ଉଚ୍ଚ କୁଟୀର ହୋଇ ପଡିଥିଲା l ଖେଳରେ ମୁଖ୍ୟ ଆକର୍ଷଣ ବୃହତ କପ କୁ ମୁଖ୍ୟ ଅତିଥି କବି ଲେଖକ ଓ ଇଂଜିନିୟର ଶ୍ରୀଯୁକ୍ତ ନିମାଇଁ ଚରଣ ନାୟକ ବିଜେତା ନୟାଗଡ଼ ଅଲଫା ଦଳ କୁ ନୃତ୍ୟ, ବଜାର ମଧ୍ୟରେ ପ୍ରଦାନ କରିବା l ସହଦେଵ, ସନ୍ତୋଷ, ସଂଗ୍ରାମ, ଲୁଲୁ, ଲିଙ୍ଗ, ଫାଣ୍ଟା, ବିକାଶ ,. ଡୁଡୁ, କାହ୍ନା, ଟୁନା, ଲିପୁ, ମଣ୍ଟୁ ଖେଳ ଶାନ୍ତି ଶୁଙ୍ଖଳା ରେ କରିବାରେ ସମ୍ପୂର୍ଣ ସହଯୋଗ କରିଥିଲେ l