Spread the love

*( ଜାତୀୟ ସ୍ତରୀୟ ଆନେକ୍ସ କପ୍ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦ୍ଘାଟିତ*)


ଜଗତସିଂହପୁର
ତା =7/4/23

ଜଗତସିଂହପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ହିନ୍ଦୁସ୍ଥାନ କ୍ଲବ ପକ୍ଷରୁ ଅନୁଷ୍ଠିତ ହେଉଥିବା ଜାତୀୟ ସ୍ତରୀୟ ସ୍ତରୀୟ 17 ତମ ଆନେକ୍ସ କପ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଘାଟିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମାରିକ ପ୍ରତିରକ୍ଷା ମହାନିର୍ଦେଶକ ଡିଜିପି ସନ୍ତୋଷ କୁମାର ଉପାଧ୍ୟୟ | ସମ୍ମାନୀତ ଅତିଥି ଭାବେ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି କମଳା କାନ୍ତ ମହାପାତ୍ର | ଜିଲ୍ଲା କ୍ରିକେଟ ସଂଘ ର ସମ୍ପାଦକ ଅନିଲ ବିଶ୍ୱାଳ | ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମନୀନ୍ଦ୍ର ନାଥ ମହାନ୍ତି | ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି | ଜଗତସିଂହପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ | ଅବସର ପ୍ରାପ୍ତ ପଶୁ ଚିକିତ୍ସକ ଯୁଝିଷ୍ଠିର ସ୍ୱାଇଁ | ହିନ୍ଦୁସ୍ତାନ ସ୍ପୋଟିଂ ର ଉପଦେଷ୍ଟା ସୁଶାନ୍ତ ରଞ୍ଜନ ସ୍ୱାଇଁ | ହିନ୍ଦୁସ୍ଥାନ ସ୍ପୋଟିଂ ସଭାପତି ସମୀର କୁମାର ଲେଙ୍କା | ହିନ୍ଦୁସ୍ତାନ ସ୍ପୋଟିଂ କୋଷାଧକ୍ଷ ବିଦୁଭୂଷଣ ଦାସ | ପ୍ରଖ୍ୟାତ ମ୍ୟାଜିସିଆନ ଆର.କେ. ହୀରାଲାଲ | ହିନ୍ଦୁସ୍ଥାନ ସ୍ପୋଟିଂ ଉପଦେଷ୍ଟା ସୁଶାନ୍ତ ରଞ୍ଜନ ସ୍ୱାଇଁ ଏହି କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିବା ବେଳେ ହିନ୍ଦୁସ୍ତାନ ସ୍ପୋଟିଂ ଉପଦେଷ୍ଟା ଅମରେନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *