Spread the love

ଟିଙ୍ଗିପଦର ଠାରେ ଗଜଲକ୍ଷ୍ମୀ ପୂଜା ..ଅନୁଷ୍ଠିତ ହୋଇ ଯାଇଛି

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟିଙ୍ଗିପଦର ଗ୍ରାମରେ୧୮ତମ ମାଁ ଗଜଲକ୍ଷ୍ମୀ ପୂଜାଆଜି ତୃ ତୀୟ ଦିନରେ ଧୁମଧାମରେ ପାଲନକରାଜାଉଛି,ଏହି ପୁଜା ଦେଖିବାପାଇଁ ଆଖପାଖ ଅଞ୍ଚଳର ଲୋକେ, ମାଁ ଙ୍କ ଦର୍ଶନପାଇଁ ବହୁତ ଭିଡ଼ ଦେଖିବାକୁ ମିଳୁଛି।ରାତ୍ରିରେ ମନୋରଞ୍ଜନ କାର୍ଯ୍ୟ କ୍ରମ ଲୋକଙ୍କୁ ବହୁତ

ଆନନ୍ଦଦେଉଥିବାରୁ ଏଠାରେ ବହୁତ ଭିଡ଼ ଦେଖିବାକୁ ମିଳୁଛି।ଏହି ପୁଜା ଟିଙ୍ଗି ପଦର ଗ୍ରାମବାସିଙ୍କ ସାହାଯ୍ୟ ସହଯୋଗ ରହିଆସୁଥିବା ଦେଖାଯାଉଛି। ରୀତିନୀତି ଅନୁସାରେ ପୂଜା ଅର୍ଚନା କରି ମାଆ ଙ୍କର ଦର୍ଶନ କରି ଆନ ଆନ ନ୍ଦ ଉପ ଭୋଗ କକରି ଥାନ୍ତି ଏଠାରେ ତିନି ଦିନ ଧରି ନାଟ୍ୟ ପରିବେଷଣ କରାଯାଏଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଯାଜାଗ୍ରତ ଭାରତନିଉଜ

Leave a Reply

Your email address will not be published. Required fields are marked *