Spread the love

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ ଯୋଗୁଁ ଠପ୍ ହୋଇଗଲା ଜୀବନଯାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟା ଘଂଟା ଧରି ଅଟକି ରହିଲେ ଯାତ୍ରୀ l ସେପଟେ ମହାସଂଘ କହିଲା, ଠୋସ୍‌ ନିଷ୍ପତ୍ତି ନ ନେବା ଯାଏ ଜାରି ରହିବ ଆନ୍ଦୋଳନ l

Leave a Reply

Your email address will not be published. Required fields are marked *