Spread the love

ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିରାକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ

ବିଷୟ ____ କେନ୍ଦୁଝର ଜିଲ୍ଲା ବଡ଼ବିଲ ମ୍ୟୁନିସିପାଲିଟି ଅନ୍ତର୍ଗତ ଠାକୁରାଣୀ ଅଞ୍ଚଳରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିରାକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ଆର୍ସେଲର ମିତ୍ତଲ ନିପୋନ ଷ୍ଟିଲ ଇଣ୍ଡିଆ କମ୍ପାନୀ ତରଫରୁ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଡ଼ବିଲ ମ୍ୟୁନିସିପାଲିଟିର ଏକଜୁଟିଭ ଅଫିସର ଅବିଷେକ ପଣ୍ଡା।ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସେ କହିଥିଲେ ଯେ କିଭଳି ଭାବରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗରେ ଅକାଳ ରେ ମୂଲ୍ୟବାନ ଜୀବନ ଚାଲିଯାଉଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ବଡ଼ବିଲ ମ୍ୟୁନିସିପାଲିଟି ଅଞ୍ଚଳରେ ସଚେତନତା ରଥ ବୁଲି ବୁଲି ସଚେତନ କରିବା ବୋଲି କହିଛନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଅବିଷେକ ପଣ୍ଡା। ଅନ୍ୟମାନଙ୍କ ମଧ୍ୟରେ ୱଡ ନମ୍ବର ୨,୩ ର କାଉନସିଲର, am,ns ଇଣ୍ଡିଆର ମାଇନ୍ସ ମ୍ୟାନେଜର ପ୍ରମୋଦ ମିଶ୍ର।,ସତ୍ୟକାମ ଦାଶ,ସୁଜିତ ଦାଶ, ଜଗବନ୍ଧୁ ସାହୁ,ପ୍ରମୋଦ ଆଚାର୍ଯ୍ୟ,ତାପସ ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ।

ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *