୭୯ ସ୍ଵାଧୀନତା ଦିବସ ପାଇଁ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପତାକା ବିକ୍ରୀ ହେଉଛି। ଜୱାହର ଛକ ନିକଟରେ ଥିବା ପାତ୍ର ବୁକ୍ ଷ୍ଟୋର ମିଳୁଛି ବ୍ୟାଚ, ବିଭିନ୍ନ ସାଇଜ ର ଜାତୀୟ ପତାକା । ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଛି ପତାକା।