Spread the love

ଆଉ ଏକ ଦିନ ପରେ ଜନ୍ମାଷ୍ଟମୀ। ବଜାର ରେ ମିଳୁଛି କୃଷ୍ଣ ଙ୍କ ପାଇଁ ଦୋଳି, ଘାଗରା, ମାଳି, ଚନ୍ଦ୍ରିକା। ଦୋଳି ୧୫୦ ଆରମ୍ଭ ହୋଇ ୮୦୦ ଟଙ୍କା ଏବଂ ଖଟୁଲି ୧୦୦ ଟଙ୍କା ରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଥିବା କହିଛନ୍ତି ମିନା ବଜାର ବ୍ୟବସାୟୀ ସଦାନନ୍ଦ ସାହୁ।

Leave a Reply

Your email address will not be published. Required fields are marked *