Spread the love

ତାଳଚେର ନିର୍ବାଚନ ମଣ୍ଡଳୀ ରେ ମେଡ଼ିକାଲ କଲେଜ ରେ ଶ୍ରମିକ ମାନଙ୍କ 10 ଦଫା ଦାବି ନେଇ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ଙ୍କ ନେତୃତ୍ବ ରେ ପ୍ରଦାନ କରାଗଲା ତାଙ୍କ ସହିତ କୃଷକ ସଂଯୋଜକ ରାସରଥି ସାହୁ ପୂର୍ବତନ ଜିଲ୍ଲା obcselll ପ୍ରେସିଡେଣ୍ଟ ଜିନେଶ ସାହୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଗିରିଜା ମିଶ୍ର ଜିଲ୍ଲା ସତନ୍ତ୍ର ଅତିଥି ଦୁର୍ଗା ଶତପଥୀ ଆଇନ ଯିବି ବିଶୁ ସାହୁ କୃଷକ ଉପ ସଭାପତି ଦିଲ୍ଲୀପ ମହାପାତ୍ର କଂଗ୍ରେସ ମେଡ଼ିଆ ସେଲ ପ୍ରଦୀପ ମହାରଣା ବନ୍ତୁଲ ପୂର୍ବତନ ସରପଞ୍ଚ ରହିତ ସେଠୀ,ମହିଳା ନେତ୍ରୀ ନର୍ମଦା ନାଏକ ସେବା ଦଳ ସମ୍ୟ ମିଶ୍ର SC cell

ପ୍ରେସିଡେଣ୍ଟ ସବିର ନାୟକ ଯୁବ ନେତା ହେମନ୍ତ ବିଶ୍ଵାଳ ମେଡ଼ିକାଲ କଲେଜ ଶ୍ରମିକ ନେତ୍ରୀ ଅନିତା, ଶକୁନ୍ତଳା , ଲିଯା, ସମସ୍ତ କର୍ମ କର୍ତ୍ତା ଙ୍କ ପ୍ରମୁଖ ଙ୍କ ସହଯୋଗ ରେ କାର୍ଯ୍ୟ କ୍ରମ ହେଇଯାଉଚି ଏହାର ସମାଧାନ ଅତି ଶୀଘ୍ର ହେବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଲେ ତ୍ରିପାକ୍ଷିକ ଆଲୋଚନା ଦ୍ଵାରା ସମାଧାନ ହେବ

Leave a Reply

Your email address will not be published. Required fields are marked *