Spread the love

ତ୍ରିନାଥ ମନ୍ଦିର ର ଶିଳାନ୍ୟାସ ଉତ୍ସବ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ କୃଷକ ବଜାର ଠାରେ ତ୍ରିନାଥ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ ପଥର ସକାଳ ୮ ଘଟିକା ସମୟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ସଂକୀର୍ତ୍ତନ କରାଯାଇଥିଲା।ପୂଜକ ଲିଙ୍ଗରାଜ ପତି ପୂଜାର୍ଚ୍ଚନା କରିଥିଲେ। ବିଶ୍ଵକର୍ମା ଦିଲ୍ଲିପ ମହାପାତ୍ର କର୍ତ୍ତା ଦିଲ୍ଲୀପ କୁମାର ରଥ ସଭାପତି ଶିବରାମ ଦାସ, ସମ୍ପାଦକ ଯୋଗେନ୍ଦ୍ର କୁମାର ସ୍ବାଇଁ, କୋଷାଧ୍ୟକ୍ଷ ଛବିନ୍ଦ୍ର ବେହେରା କର୍ମକର୍ତ୍ତା ସଞ୍ଜୟ ମହାନ୍ତି,ପ୍ରମୋଦ ଦାସ, ମନୋଜ ବେହେରା, ବାସୁଦେବ ସାହୁ ରାଜୁ ଦଳେଇ ଓ କୃଷକ ବଜାର ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *