Spread the love

ଦୁର୍ଘଟଣାରେ ଦୁଇ ଗୁରୁତର

କେନ୍ଦୁଝର ଜିଲ୍ଲା ୨୦ନମ୍ବର ଜାତୀୟ ରାଜପଥ ବାଲିବନ୍ଧ ନିକଟରେ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଛନ୍ତି।ଗୁରୁତର ମାନେହେଲେ ଧନୁର୍ଜୟପୁର ଗ୍ରାମର ମାଧବ ଚନ୍ଦ୍ର ନାଏକ ଓ ଜଗତ କୁମାର ନାଏକ ବୋଲି ଜଣାପଡିଛି।ଖବର ପାଇ ଝୁମ୍ପୁରା ଥାନା ଅଧିକାରୀ ଏବଂ ସମାଜସେବୀ ଏସ୍ କେ ସଫିକ ଉଭୟ ଗୁରୁତର ଦ୍ବୟ ଙ୍କୁ ଝୁମ୍ପୁରା ମେଡିକାଲ ଆଣି ଭର୍ତ୍ତି କରିଥିଲେ।ତେବେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ଡାକ୍ତର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ( ଜାଗ୍ରତ ଭାରତ ନିଉଜ୍ )

Leave a Reply

Your email address will not be published. Required fields are marked *