Spread the love

ନବ ନିର୍ମିତ ଗୃହ ପ୍ରବେଶ ଉପଲକ୍ଷେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଧର୍ମଗଡ଼/୨୮/୧୧/୨୪/କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ସାଗୁନ ଭାଡ଼ି ଗ୍ରାମରେ ନବ ନିର୍ମିତ ଗୃହ ପ୍ରବେଶ ଉପଲକ୍ଷେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ଅନୁଷ୍ଠିତ ହୋଇଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ଙ୍କ ତ୍ଵତାଅବଧାନରେ ସାଗୁନଭାଡ଼ି ଗ୍ରାମର ଶ୍ରିଯୁକ୍ତ ଘାସିରାମ ସାହୁ ଙ୍କ ନବ ନିର୍ମିତ ଗୃହ ନିର୍ମାଣ ଅବସରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତର ଗାୟତ୍ରୀ ପରିବାର ପକ୍ଷରୁ ଗତ ତା ୨୬/୧୧/୨୪ମଙ୍ଗବାରଠାରୁ ତା ୨୭/୧୧/୨୪ବୁଧବାର ଦିନ ପର୍ଯ୍ୟନ୍ତ ଏକ ଲକ୍ଷ ପଚିଶ ହଜାର ଗାୟତ୍ରୀ ମନ୍ତ୍ର ସମାପନ ହୋଇଥିଲା ବେଳେ ତା ୨୮/୧୧/୨୪ ଗୁରୁବାର ଦିନ ଯଜ୍ଞ ଓ ଗୃହ ପ୍ରବେଶ ଓ ପ୍ରସାଦ ସେବନ ପାଇଁ ସ୍ଥିରୀକୃତ ହେଇଛି, ଏହି ଉପଲକ୍ଷେ ଧର୍ମଗଡ଼ ପରିବ୍ରାଜକ ଶୁଭେନ୍ଦୁ ସାହୁ ଙ୍କ ଉପସ୍ଥିତିରେ ବହୁ ସଂଖ୍ୟକ ଭାବେ ଗାୟତ୍ରୀ ପରିବାର ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ବେଳେ ଶ୍ରୀମତି ବିଦ୍ୟୁତ ଲତା ସାହୁ, ଶ୍ରୀ ଯୁକ୍ତ ଯଦୁ ବଲ ସାହୁ,

ଶ୍ରୀମତୀ ମମତା ସାହୁ, ଓ ଟିକେରାମ ସାହୁ ପ୍ରମୁଖ ପରିବାର ପକ୍ଷରୁ ଉକ୍ତ ଯଜ୍ଞରେ ଉପସ୍ଥିତ ରହିବେ ବୋଲି ଭାବଭରା ଆମନ୍ତ୍ରଣ ପୂର୍ବକ ନିବେଦନ କରିଛନ୍ତି, ଏହି ପରିପ୍ରେକ୍ଷିରେ ପରିବ୍ରାଜକ ମିନିକେତନ୍ ପାତ୍ର ଓ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ଯଜ୍ଞ ପରଚାଳିତ ହୋଇ ଥିବା ବେଳେ ଅଶ୍ୱନି ଛତ୍ରିଆ, ନୀଳାମ୍ବର ମେହେର ଶୁକଦେବ ନୀଆଲ, କପିଲ ଅଗ୍ରୱାଲ, ମୃତ୍ୟୁଞ୍ଜୟ ଅଗ୍ରୱାଲ, ଶୈଳେଶ ଅଗ୍ରୱାଲ, ଘନ ଅଗ୍ରୱାଲ,ସୁବାଷ ଅଗ୍ରୱାଲ ପ୍ରମୁଖ ବହୁ ସଂଖ୍ୟକ ଭାବେ ଗାୟତ୍ରୀ ପରିବାର ପକ୍ଷରୁ ଉପସ୍ଥିତ ଥିଲେ, ଆସନ୍ତୁ ଶୁଣିବା ମମତା କାଶ୍ୟପ ଙ୍କ ପ୍ରତିକ୍ରିୟା,ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ଜାଗ୍ରତ ଭାରତ ନିଉ ଜ

Leave a Reply

Your email address will not be published. Required fields are marked *