Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନୃତ୍ଯକାଳୀ ଙ୍କ ପ୍ରଥମ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଜେ ବି ଏନ୍ ୦୭/୦୪/୨୦୨୧, ରିପୋର୍ଟ, (ସୁବ୍ରତ ସାମଲ), ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଗ୍ରାମର ନୂଆସାହି ରେ ନୃତ୍ୟକାଳି ଅନୁଷ୍ଠାନ ପକ୍ଷରୁ ପ୍ରଥମ ଦିନର ଦଣ୍ଡଯାତ୍ରା ପାଳିତ ହୋଇଯାଇଛି। ରାଜ୍ୟରେ କରୋନା ପ୍ରକୋପ ଥିବାରୁ ଜିଲ୍ଲା ପ୍ରଶାସନ ଦଣ୍ଡ ନୃତ୍ୟ ପାଇଁ ଆଇନ ତଥା ପ୍ରତିବନ୍ଧ ଲଗାଇଛନ୍ତି । ଅନୁଷ୍ଠାନ ପକ୍ଷରୁ ଆଇନ ଅନୁପାଳନ କରି ପ୍ରଥମ ଦିନ ବୁଢାପଙ୍କ ଗ୍ରାମରେ ଦଣ୍ଡ ନୃତ୍ୟ ପାଳିତ କରାଯାଇଛି।