Spread the love

(ପଳାଶୋଳ ୟୁଥ ହେଲ୍ପିଗି ବୟେ ଚାରିଟେବୁଲ ଟ୍ରଷ୍ଟ ର ନୂତନ ପ୍ରୟାସ -ଆମେ ଗଢିବା ସବୁଜ ଓଡିଶା )

ଜଗତସିଂହପୁର
ତା =16/7/23
ଜଗତସିଂହପୁର ଜ଼ିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ
ତରଫରୁ ନୂତନ ପ୍ରୟାସ ଆରମ୍ଭ କରାଯାଇଛି | ଆମେ ଗଢିବା ସବୁଜ ଓଡିଶା ଆଭିମୁଖ୍ୟ ନେଇ ପଳାଶୋଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର କୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟ ନେଇ ବୃକ୍ଷରୋପଣ କାର୍ଯ୍ଯକ୍ରମ କରାଯାଇଥିଲା | ପଳାଶୋଳ ୟୁଥ ହେଲ୍ପିଗି ବୟେ ଚାରିଟେବୁଲ ଟ୍ରଷ୍ଟ ସଭାପତି ଅକ୍ଷୟ କୁମାର ମହାନ୍ତି ସମ୍ପାଦକ ସ୍ମୃତିରଞ୍ଜନ ବେହେରା ସଦସ୍ୟ ଜାମିନି କାନ୍ତ ନନ୍ଦ, ସୁରଜ ବେହେରା, ଲୁନା ସାହୁ,ସମିତି ସଭ୍ଯ ପ୍ରଦୁନ କୁମାର ମଲ୍ଲିକ ସମସ୍ତ ୱାର୍ଡ ମେମ୍ବର ସମିତ ପଳାଶୋଳ ପଞ୍ଚାୟତର ବହୁ ଗୁରୁଜନ ଯୁବକ ମାନେ ଏକତ୍ରିତ ହୋଇ ଗଛ ଲଗାଇବା ସହିତ ସମାଜରେ ପ୍ରଦୂଷଣ ମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *