Spread the love

ପାଞ୍ଚ kg ଚାଉଳ କାଟିଛନ୍ତି କେନ୍ଦ୍ର ସରକାର- B. J. D ଙ୍କ ଆନ୍ଦୋଳନ

ଓଡିଶା ସାରାରାଜ୍ୟ ର ଗ୍ରାମ ପଞ୍ଚାୟତ ରେ ବିଜେଡି ସରକାର ଓ କର୍ମୀ ମାନେ ପ୍ରତି ଗ୍ରାମ ପଞ୍ଚାୟତ ରେ ଧାରଣା ଦେଇଥିବର ଦେଖିବାକୁ ମିଳୁଅଛି ଚପରିଆ ଗ୍ରାମ ପଞ୍ଚାୟତ ରେ ମଧ୍ୟ ଧାରଣା ଦେଇ ଥିବାର ଦେଖିବା କୁ ମିଳିଥିଲା ଉକ୍ତ ଆନ୍ଦୋଳନ ରେ ବିଜେଡି ଗ୍ରାମ ପଞ୍ଚାୟତ ସଭା ପତି କୁନୁଦାସ. ପବିତ୍ର ବେସରା. Tuntu. ହୃଦାନନ୍ଦ ଗହୀର କୈଳାସ ଭୋଇ.. କୌତୁକ ଗହୀର. ଗୀତାଞ୍ଜଳି ସାହୁ. ଜଗନ୍ନାଥ ମଳିକ. କ୍ଷୀରସିନ୍ଧୁ ମାଝି. ଗୌର ଚନ୍ଦର ମାଲିକ. ମାରିକ୍ଷେତ୍ରୀ ଚନ୍ଦନ. ଅନ୍ତ ଚନ୍ଦନ. ଓ ବିଜେଡି ଶତାଧିକ କର୍ମୀ ଯୋଗ ଦେଇ ନାରାବାଜି ଦେଥିଲେ ନରେନ୍ଦ୍ର ମୋଦି ଡାଉନ ଡାଉନ କହି ନାରାଦେଇ ଓଡିଶା ରଗରିବ ମାନଙ୍କର ପାଞ୍ଚ କେଜି ଚାଉଳ କାହିଁକି କାଟିଲ ବୋଲି ଦାବିରାଷ୍ଟ ପତି ଙ୍କ ଉଦେଶ୍ୟ ରେ ପ୍ରତି ଗ୍ରାମ ପଂଚାୟତ ଦାବି ପତ୍ର ଦେଇଥିଲେ

ଧର୍ମଗଡ଼ ଉପଖଣ୍ଡ ପ୍ରତି ନିଧି kapurchansethia ଙ୍କ ରିପୋଟ ଜାଗ୍ରତ ଭାରତ news

Leave a Reply

Your email address will not be published. Required fields are marked *