ଫାଇଲେରିଆ ନିରାକରଣ ପାଇଁ ପୌରାଞ୍ଚଳରେ ଗଡିଲା ସଚେତନତା ରଥ
ଜେ ବି ଏନ (ସୁଶାନ୍ତ କୁମାର /ଶୁଭମ ପାଣି) ୦୯/୦୨/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପୌରପାଳିକା ଅଞ୍ଚଳରେ ଫାଇଲେରିଆ ନିରାକରଣ ପାଇଁ ପୌରାଞ୍ଚଳରେ ଗଡିଲା ସଚେତନତା ରଥ ।
ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ ଙ୍କ ନିର୍ଦ୍ଦେଶନାରେ ପୌରାଞ୍ଚଳର ସମସ୍ତ ଆସନ୍ତା ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଔଷଧ ବଣ୍ଟନ କରାଯିବ। ଅଞ୍ଚଳ ର ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି କି ଏହି ଔଷଧ ବ୍ୟବହାର କରନ୍ତୁ ଓ ନିଜ ଅଞ୍ଚଳକୁ ଫାଇଲେରିଆ ମୁକ୍ତ କରିବାରେ ସହଯୋଗ କରନ୍ତୁ।
