Spread the love

[ ବଜରଙ୍ଗ ଦଳ ପକ୍ଷରୁଜ଼ିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ ]

ଜଗତସିଂହପୁର
ତା =19/1/23

ଜଗତସିଂହପୁର ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଚାରି ଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି |
ମୁଖ୍ୟ ଦାବି ଗୁଡିକ ମଧ୍ୟ୍ୟ ରେ ଆସାମ ରାଜ୍ୟରେ ଗତ ଦୁଇବର୍ଷ ମଧ୍ୟରେ ଜିହ୍ୱାଦିମାନେ ବଜରଙ୍ଗ ଦଳ ର ୯ ଜଣ କାର୍ଯ୍ୟକର୍ତ୍ତା ମାନଙ୍କ ହତ୍ୟା କରିବା ସହିତ ୩୨ ଜଣ କାର୍ଯ୍ୟକର୍ତ୍ତା ଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି | ତେଣୁ କେନ୍ଦ୍ର ସରକାର ଇସଲାମ ସମ୍ପ୍ରଦାୟ କୁ ହିଂସା ନିମନ୍ତେ ଉସକାଉ ଥିବା ମୌଲବୀ ମାନଙ୍କ ବିରୋଧ ରେ କଠୋର ଆଇନ ପ୍ରଣୟନ କରନ୍ତୁ ‌।
ଆକ୍ରମଣରେ ସମ୍ପୃକ୍ତ ଜିହ୍ୱାଦି ମାନଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରାଯାଉ।
ଜେହାଦୀ ତତ୍ତ୍ବ ଉପରେ ରୋକ ଲଗାଇବା ନିମନ୍ତେ କଠୋର ଆଇନ ପ୍ରଣୟନ କରାଯାଉ |
ଆଦି ଚାରି ଦଫା ଦାବି ନେଇ ଜଗତସିଂହପୁର ଜ଼ିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଶ୍ୟାମ ସୁନ୍ଦର ସାହୁ ଏବଂ ସୂର୍ଯ୍ୟକାନ୍ତ ନନ୍ଦ ନେତୃତ୍ୱ ରେ ଶତାଧିକ ବଜରଙ୍ଗ କର୍ମୀ ଜ଼ିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *