Spread the love

ବଜାରରେ ବୁଲୁଛି ୮୪ ହଜାର କୋଟି ବାକି

ବଜାରରେ ବୁଲୁଛି ଆଉ ୮୪ ହଜାର କୋଟିର ₹୨୦୦୦ ନୋଟ।
ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ ଜମା ବା ବଦଳ ପାଇଁ ପରାମର୍ଶ।
ଭାରତୀୟ ରିଜର୍ଭ ବ୍ୟାଙ୍କର CGMଙ୍କ ସୂଚନା। ମେ ୧୯ ସୁଦ୍ଧା ବଜାରରେ ଥିଲା ୩.୫୬ ଲକ୍ଷ କୋଟିର ନୋଟ। ଜୁନ୍‌ ୩୦ ସୁଦ୍ଧ ବ୍ୟାଙ୍କକୁ ଫେରିଛି ୨.୭୨ ଲକ୍ଷ କୋଟିର ନୋଟ।

Leave a Reply

Your email address will not be published. Required fields are marked *