Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବ୍ରହ୍ମପୁର ଟ୍ରାଫିକ ପୋଲିସ ତରଫ ରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ

ଜେ ବି ଏନ, ୧୮/୦୧ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବ୍ରହ୍ମପୁର ଟ୍ରାଫିକ ପୋଲିସ ତରଫ ରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହେଇଛି ,ଆଜି ବ୍ରହ୍ମପୁର ଟାଟା ବେଞ୍ଜ ଠାରେ ଟ୍ରାଫିକ ଡିଏସ୍ପି ବିମଳ କାନ୍ତ ନାୟକ,ଜିଲାପରିବହନ ଅଧିକାରୀ,ବିକାଶ ଚୌଧୁରୀ,, ଟ୍ରାଫିକ ଆଇଆଇସି ସୁନିଲ ବେହେରା,ଏ ଏସଆଇ ଗୁଣନିଧି ମଲିକ,ଏ ଏସ ଆଇ ନରସିଂହ ପାଣି, ପ୍ରମୁଖ ଜନ ସାଧାରଣ ଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେଚନ କରିବା ସହ ବିନା ହେଲମେଟ ରେ ଥିବା ଗାଡ଼ି ଚାଳକଙ୍କୁ ଗୁଲାବ ଫୁଲ ଦେଇ, ଟ୍ରାଫିକ ନିୟମ ବିଶୟରେ ଜଣାଇଥିଲେ। ଏହି କାର୍ଯ୍ୟକ୍ରମର କଲେଜ ଛାତ୍ର, ଛାତ୍ରୀ ମାନେ ଲିଫ୍ଲେଟ ମାଧ୍ୟମ ରେ ଜନ ସାଧାରଣ ଙ୍କୁ ଟ୍ରାଫିକ ନିୟମାବଳୀ ବିଷୟରେ ଅବଗତ କରାଇଥିଲେ।