Spread the love

ବଳରାମଙ୍କ ଚନ୍ଦନ ଲାଗି ବେଶ ଚାଲୁରହିଛି

ଆଜି ଢେ଼ଙ୍କାନାଳ କର୍ବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ଚନ୍ଦନ ଲାଗି ପର୍ବ ଅକ୍ଷୟ ତୃତୀୟ ଠାରୁ ଚାଲୁରହିଛି। ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ ଠାକୁରଙ୍କୁ ଚନ୍ଦନ ଘୋରୀ ଖେଚେଡ଼ି ଧୂପ, ପରେ ଚନ୍ଦନ ଲାଗି କରାଯାଉଛି ତାପରେ ଅର୍ଣ୍ଣ ଧୂପ l
ଅତ୍ୟଧିକ ଗରମ ରୁ ଥଣ୍ଡା ହବା ପାଇଁ ମନ୍ଦିରର ରେ ଥିବା ସମସ୍ତ ଠାକୁର ମାନଙ୍କୁ ଚନ୍ଦନ ଲାଗି କରାଯାଏ ପୂଜକ ମଳୟ କର ପାଳିଆସେବକ ସମ୍ଭୁନାଥ ମହାପାତ୍ର, ବ୍ରଜ ବିହାରୀ ମହାପାତ୍ର କହାଲିଆ ଟିକନ୍ ବେହେରା ଓ ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତ ରେ ଏହି ଚନ୍ଦନ ଲାଗି ପର୍ବ ଚାଲୁଅଛି।

Leave a Reply

Your email address will not be published. Required fields are marked *