Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବସନ୍ତର ଆଗମନରେ ଆମ୍ବ ବଉଳର ଶୋଭା ଓ ବାସ୍ନାରେ ମହକୁଛି ପରିବେଶ

ଜେ ବି ଏନ, ଅନୁଗୋଳ/ନାଲକ, ୧୭/୦୧/୨୦୨୧,(ରିପୋର୍ଟ, ମଦନ ସାହୁ), ଅନୁଗୋଳ/ନାଲକୋ : ଧରାପୃଷ୍ଠରେ ଏବେ ଋତୁରାଜ ବସନ୍ତର ଆଧିପତ୍ୟ ଖାସ କରି ଏହି ବସନ୍ତ ଋତୁ କୁ ଆହୁରି ସରସ ସୁନ୍ଦର କରିଥାଏ ଆମ୍ବ ବଉଳର ଶୋଭା ଓ ବାସ୍ନା ଯାହାକୁ ଦେଖି ନା କେବଳ ବାଟୋଇ ପ୍ରକୃତି ପ୍ରେମୀବି ବିଭୋର ହୋଇ ଉଠିଥାନ୍ତି।ଛ ଋତୁରୁ ଚାରି ଋତୁ ଆଗ ମନ ପରେ ଆସିଥାଏ ଋତୁ ରାଜ ବସନ୍ତ ଆଉ ବସନ୍ତର ଆଗମନରେ ପ୍ରକୃତି ଅପରୂବ ର ପରିପୂର୍ଣ୍ଣ ହୋଇ ଉଠେ ବସନ୍ତର ସଭାକୁ ଦୁଇ ଗୁଣିତ କରିଥାଏ ଆମ୍ବ ଗଛର ନେଥା ନେଥା ବଉଳ ଏ ବଉଳ ଜେ କେବଳ ବାଟୋଇ ମାନଙ୍କୁ ମୁକ୍ତ କରିଥାଏ ତାହା ନୁହେଁ ବରଙ ସମାଜର ସବୁ ବର୍ଗର ଲୋକେ ଏହାକୁ ନେଇ ବିମୋହୀତ ହିଥାନ୍ତି।ଆଉ ବିଶେଷ କରି ଅନୋମିନ ହୁଏ କବି ଭାବୁକ ପ୍ରକୁତି ପ୍ରେମୀର ମନ ଆମ୍ବ ଗଛର ଛାଇରେ ବସି ବାଟୋଇ ଟିଏ ବସି ବଉଲର ଆନନ୍ଦ ନେଇଥାଏ ତ ଠିକ ସେହି ସମୟରେ ଆମ୍ବ ଗଛର କୋରଡ ଭିତରୁ କୋଇଲି ର କୁହୁ କୁହୁ ତାନ ବାଟୋଇ କୁ ଆହୁରି ରୋମାଚିତ କରେ କିଛି ସମୟ ପାଇଁ ଭୁଲି ଯାଏ ଜୀବନର ସବୁ ଦୁଃଖ