ବାମରାରେ ରେଳ ରୋକ
ବାମରା ଷ୍ଟେସନ୍ରେ ଏକ୍ସପ୍ରେସ୍ ରହଣି ଦାବିରେ ରେଳ ରୋକ ।
ପୂର୍ବରୁ ରହୁଥିବା ଏକ୍ସପ୍ରେସ୍ ପୁନର୍ବାର ରହଣି ଦାବିରେ ଆନ୍ଦୋଳନ ।
ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ଆନ୍ଦୋଳନ ।
ରେଳ ଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳାଙ୍କ ଧାରଣା ।