Spread the love

କଟକ – 77 ତମ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ଅବସରରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ପତାକା ଉତୋଳନ କରିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ, ଏହା ସହିତ ସମ୍ପୂର୍ଣ ପ୍ୟାରେଡର ଅଭିନନ୍ଦନ ଗ୍ରହଣ କରିଥିଲେ,ସମସ୍ତଙ୍କୁ ହାର୍ଦିକ ଶୁବେଛl ଜଣାଇଥିଲେ, ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଥିଲେ, କିଭଳି ଭାବରେ ରାଜ୍ୟର ଉନତି ହେବ, କେଉଁ କେଉଁ ଯୋଜନା ମାନ ସରକାର କରିଛନ୍ତି ସେ ବିଷୟରେ କହିଥିଲେ, ପ୍ରତେକ କ୍ଷେତ୍ରରେ ଡବଲ ଇଂଜିନ ସରକାର ଯେଉଁ ଭଳି କାର୍ଯ୍ୟ ସବୁ କରିଚାଲିଛନ୍ତି ଦେଶ ବିକଶିତ ଆଡକୁ ଗତି କରୁଛି, ଚାଷୀ କଥା ହେଉ କିମ୍ବା ମହିଳା କଥା ହୋଉ ସମସ୍ତେ ଠିକ ଭାବରେ ଚାଲି ପାରିବେ, ମହିଳାଙ୍କ କ୍ଷେତ୍ରରେ ଯଦି କେହି ଅବିଚାର କରେ ତାଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଙ୍କୁ ପ୍ରଶଂସା କରି କହିଛନ୍ତି ଦେଶ ଏକ ଶକ୍ତିଶାଳ ରାଷ୍ଟ୍ର ରୂପେ ଠିଆ ହୋଇଛି, ସେଇ ଭଳି ବାଣିଜ୍ୟ କ୍ଷେତ୍ରରେ ମୁଁ ରାଜ୍ୟ ତଥା ଅନ୍ୟ ଦେଶ ମାନଂକୁ ଯାଇ ଶିଳ୍ପପତି ଓ ଅନେକ କମ୍ପାନୀ ସହିତ ଆଲୋଚନା କରିଛି ସେମାନେ ଓଡିଶାରେ ନିଜର କମ୍ପାନୀ ଖୋଲିବାକୁ ଆଗ୍ରହୀ, ଶେଷରେ ବିଭିନ୍ନ ବିଭlଗର କର୍ମଚାରୀ, ତଥା ସାମ୍ବାଦିକ, ଡାକ୍ତର, ସ୍ବେଛାସେବୀ, ବିଭିନ୍ନ ସାମଜିକ ଅନୁଷ୍ଠାନକୁ ଜିଲ୍ଲା ପ୍ରଶାସନ ଦ୍ୱାର ସାନମାନିତ କରାଯାଇଥିଲା,କଟକ ସହର ଏକ ଭାଇଚାରର ସହର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a Reply

Your email address will not be published. Required fields are marked *