Spread the love

ଭିଜିଲାନ୍ସ ଜାଲରେ CDPO, ଧରାପଡ଼ିଲେ ବିଷମକଟକ ବ୍ଲକ ସିଡିପିଓ ଏବଂ କିରାଣୀ

ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ ଧରାପଡ଼ିଛନ୍ତି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଗଲେ। ବିଷମକଟକ ବ୍ଲକ ସିଡିପିଓ ସୁଶୀଳ ଶବର।

ଏହାପରେ ଏହି ଦୁଇଜଣଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଜେରା ଚାଲିଛି। ଏହି ସମୟରେ ସେମାନେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଲା।

Leave a Reply

Your email address will not be published. Required fields are marked *