Spread the love

ଭୁବନେଶ୍ୱରରୁ ଉତ୍‌କେଲାକୁ ବିମାନ ସେବା ଆରମ୍ଭ।

ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ପ୍ରଥମ ବିମାନ।
ଭୁବନେଶ୍ୱରରେ ଫ୍ଲାଗ୍‌ଅପ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *