Spread the love

ଭୂବନେଶ୍ବର – ଗୋଟିଏ ପଟେ ରାଜ୍ୟ ସରକାର ନିଜର ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ତାହାକୁ ତୀର ମାରିଛି। ସରକାର ବର୍ଷ ଏକ ଉପଲବ୍ଧି ଅନେକ ସ୍ଲୋଗାନ ଦେଉଥିବା ବେଳେ କଂଗ୍ରେସ ଏହାକୁ ସମାଲୋଚନା କରିଛି। କହିଛି ବର୍ଷ ଏକ ପ୍ରତାରଣା ଅନେକ। ଏ ନେଇ ଦଳ 23 ଟି ପ୍ରତାରଣାର ତାଲିକା ଜାରୀ କରିଛି। ତାହା ହେଲା।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତାଲିକା ଜାରୀ କରିଛି କଂଗ୍ରେସ। ଏହି ସମ୍ମିଳନୀରେ କଂଗ୍ରେସ ସଭାପତି ଭକ୍ତ ଦାସ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରସାଦ ହରିଚନ୍ଦନ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *