Spread the love

ଯାଜପୁର ଠାରେ ଜିଲ୍ଲା ସ୍ଥରିୟ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଥିଲା ଏହି ସମାରହରେ ଆରଡିସି ମୁଖ୍ୟ ଅଥିତି ଭାବେ ଉପସ୍ଥିତ ଥିଲେ ଏବଂ ଯାଜପୁର ଜିଲ୍ଲାର ଏସପି ସନମାନିତଅଥିଥି ଭାବେ ଉପସ୍ଥିତ ଥିଲେ ଏବଂ ଜିଲ୍ଲାର ଜିଲ୍ଲା ପୋଲିସ, ସ୍କାଉଟୁ, ଏନସିସି, ଓ ଜିଲ୍ଲା ବିଭିନ୍ନ ସ୍କୁଲ ର ଛାତ୍ର ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ ଏବଂ ପ୍ରେସମିଡିଆ ଉପସ୍ଥିତି ଥିଲେ ଏବଂ ବିଭିନ୍ନ ଭିଭା ଗର ସଫଳତା ପାଇଥିବା ବ୍ୟକ୍ତିବିଶେଷ ଙ୍କୁ ସନମାନିତ କରିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ।ହୋଇଥିଲା ଏହା କୁ ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ଆୟାଜନ କରିଥିଲା

Leave a Reply

Your email address will not be published. Required fields are marked *