ଯୁବ ଆଇ ଏନ ଟି ଉ ସି( Youth INTUC) ତରଫ ରୁ ରାଜ୍ୟପାଳ କୁ ସ୍ମାରକ ପତ୍ର

ଜେ ବି ଏନ, ୧୮/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ଆଜି ତା୧୮/୧/୨୦୨୦ ରିଖ ଯୁବ ଆଇ ଏନ ଟି ଉ ସି ଅନୁଗୋଳ ଶାଖା ଦ୍ଵାରା ୭ଦଫାଦାବି ମହାମହିମ ରାଜ୍ୟପାଳ ଙ୍କୁ ପ୍ରଦାନ କରିଛନ୍ତି ରାଜ୍ୟ ରେ ବେକାର ଯୁବକ ମନକୁ ଚାକିରୀ ଦିଆଯାଉ ନଚେତ ୬୦୦୦ଟଙ୍କା ଭତା ଦିଆଯାଉ, କରୋନା ମହାମାରୀ ସମୟ ରେ ରୋଜଗାର ହରେଇଥିବା ସମସ୍ତ ଶ୍ରମିକ ମାନଙ୍କୁ ନିଯୁକ୍ତି ଦିଆଯାଉ ତା ସହ ତାଲାବନ୍ଦ ସମୟ ରେ ଦରମା ଦିଆଯାଉ, ଶ୍ରମିକ ମାନଙ୍କ ବିରୋଧ ରେ ୪ଟି ଲେବର କାର୍ଡ ଓ ୩ ଟି କୃଷକ ବିରୋଧ ଆଇନ କୁ ପ୍ରତିହାର କରାଯାଉ, ଦେଶର ସମସ୍ତ ସରକାରୀ ସଂସ୍ଥା କୁ ଘୋରାଇ କରଣ ନକରାଯାଉ ରାଜ୍ୟ ର ସମସ୍ତ ଙ୍କୁ କୋଭିଡ ୧୯ଟୀକା ଦିଆଯାଉ,ଚାକିରୀ ପାଇଁ ପରୀକ୍ଷା ରାଜ୍ୟ ସଚିବାଳୟ,ଜିଲ୍ଲା, ବ୍ଲକ, ତହସିଲ, କଚେରୀ ରେ ସମସ୍ତ କାର୍ଯ୍ୟ ଓଡ଼ିଆ ଭଷା ରେ ହେଉ ଏହି କାର୍ଯ୍ୟକ୍ରମ ରେ ଯୁବ ଆଇ ଏନ ଟି ଉ ସି(Youth INTUC) ସଭାପତି ସୁଦୀପ ମିଶ୍ର ,ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ସାହୁ ,ସମ୍ପାଦକ ବାପୁଜି ପ୍ରଧାନ,ଭୀମ ଜେନା, ବିମଲ ପ୍ରଧାନ, ବିଶ୍ୱମହନ ରଥ, ମନୋଜ ସ୍ୱାଇଂ,ଅଶ୍ୱନି ପ୍ରଧାନ ଙ୍କ ସହିତ ପ୍ରମୁଖ ଉପସ୍ଥିତ ଥିଲେ l

