Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରାଜପଥ ର ପ୍ରସସସ୍ଥିକରଣ ଉପରେ ଉପଜିଲଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ 

 

 

(ଜାଗ୍ରତ ଭାରତ ନିୟୁଜ୍)୧୩/୦୪ /୨୦୨୧, ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ କଣିହାଁ ବ୍ଲକ : ରାଜପଥ ର ପ୍ରସସସ୍ଥିକରଣ ଉପରେ

ଉପଜିଲଲାପାଳଙ୍କ କାର୍ଯ୍ୟାଳୟ ରେ ହେଲା ବୈଠକ, ଉପଜିଲ୍ଲାପାଳ ଙ୍କ ସହ ଯୋଗ ଦେଲେ ବିଧାୟକ।

ଜାତୀୟ ରାଜପଥ, ଅନୁଗୋଳ ବାଇପାସ୍ ଠାରୁ କଣିହାଁ ବ୍ଲକ୍ ଅନ୍ତର୍ଗତ ଗୋଡିବନ୍ଧ ପର୍ଯ୍ୟନ୍ତ ରାସ୍ତା କୁ ପ୍ରଶସ୍ତିକରଣ କରିବା ନିମନ୍ତେ ଆଜି ତାଳଚେର ଉପଜିଲ୍ଲାପାଳ ଙ୍କ ସମ୍ମୀଳନୀ କକ୍ଷରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ, ଉପଜିଲ୍ଲାପାଳ ତାଳଚେର ଓ NHAI,RWSS,PWD,SESU, ତାଳଚେର BDO, ତାଳଚେର ପୈାରାଞ୍ଚଳ ର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖୁବଶୀଘ୍ର ଜମି ଅଧିଗ୍ରହଣ କରି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ କହିଛନ୍ତି।