Spread the love

ସହିଦ ସରୋଜ ଦାସଙ୍କ ପରିବାରକୁ 50000 ଟଙ୍କାର ସହାୟତା ରାଶି ପ୍ରଦାନ

 

ଢେଙ୍କାନାଳ

:16/10- ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠି ନିକଟ ଅତୀତରେ ସହିଦ ହେଇଥିବା ଭୁବନବ୍ଲକ ସ୍ଥିତ କେନ୍ଦୁଢିପ ଗ୍ରାମର ସ୍ବର୍ଗତ ସରୋଜ ଦାସଙ୍କ ବସଭାବନକୁ ଯାଇ ତାଙ୍କ ପରିବାର ଲୋକ ଙ୍କୁ ଭେଟି ନିଜର ସମବେଦନା ଜଣାଇବା ସହ ରେଡ଼କ୍ରସ ପାଣ୍ଠିରୁ 50000 ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି l ଏହି ସହାୟତା ତାଙ୍କ ସ୍ତ୍ରୀ ଲୋପାମୁଦ୍ରା ବେହେରା ଗ୍ରହଣ କରିଛନ୍ତି l ଏହାସହ ଭବିଷ୍ୟତରେ କୌଣସି ସହାୟତା ଦରକାର ହେଲେ ଜିଲ୍ଲା ପ୍ରଶାସନ ତରଫରୁ ସାହାର୍ଯ୍ୟ କରାଯିବା ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ l

 

Leave a Reply

Your email address will not be published. Required fields are marked *