Spread the love

ଦୈନିକ ସମ୍ବାଦର‌ ଗଁଦିଆ ବ୍ଳକ ସଦର ମହକୁମା ପ୍ରତିନିଧି ତଥା ଗଁଦିଆ ପ୍ରେସ କ୍ଲବ ର ସଭାପତି ଆଦରଣୀୟ ସାନଭାଇ ମହେନ୍ଦ୍ର କୁମାର ସାହୁ ଙ୍କ ସହଧର୍ମିଣୀ ଶ୍ରୀମତୀ ପ୍ରତିମା ସାହୁ ଆଜି ଭୁବନେଶ୍ୱରରେ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଇହଲିଳା ସମ୍ବରଣ କରିଥିଲେ। ଗଁଦିଆ ସ୍ମୃତି ସଂସଦ ତରଫରୁ ‌ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି।

Leave a Reply

Your email address will not be published. Required fields are marked *