Spread the love

ଢେଙ୍କାନାଳ ଦକ୍ଷିଣକାଳୀ ରୋଡ଼ ସ୍ଥିତ ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ଥିବା ସିଦ୍ଧେଶ୍ୱର ମହାଦେବ ମନ୍ଦିରରେ ଶିବ ବିବାହ ଉତ୍ସବ ପାଳିତ

ଢେଙ୍କାନାଳ ଦକ୍ଷିଣକାଳୀ ରୋଡ଼ ସ୍ଥିତ ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ଥିବା ସିଦ୍ଧେଶ୍ୱର ମହାଦେବ ମନ୍ଦିରରେ ଶିବ ବିବାହ ଉତ୍ସବ ପାଳିତ ହୋଇଯାଇଛି। ବୈଦିକ ରିତିନୀତି ଅନୁସାରେ ବାଟବରଣୀ ଓ ବିଭିନ୍ନ ନିତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ବରଂ ପିତା ନରୋତ୍ତମ ଜେନା କନ୍ୟା ପିତା ସନାତନ ଦାସ ପୂଜାର୍ଚ୍ଚନା କରୁଥିଲେ ପୂଜକ ଲିଙ୍ଗରାଜ ପତି ଓ ମନ୍ଦିର ପୂଜକ ଉଦୟ ନାଥ ରଣା

Leave a Reply

Your email address will not be published. Required fields are marked *