View Of Indian Supreme court main building from the supreme court lawn In New Delhi .
Spread the love

ସୁପ୍ରିମକୋର୍ଟରେ ସାହାରା ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି

View Of Indian Supreme court main building from the supreme court lawn In New Delhi .
।

ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ କମିଟି ଗଠନ ନିର୍ଦ୍ଦେଶ ।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କମିଟି ହେବ । କ୍ଷତିଗ୍ରସ୍ତ ଜମାକାରୀଙ୍କୁ କିଭଳି ଟଙ୍କା ମିଳିବ କମିଟି ନିଷ୍ପତ୍ତି ନେବ।

Leave a Reply

Your email address will not be published. Required fields are marked *