Spread the love

#ଆଜି 19/ସେପ୍ଟେମ୍ବର,ବରଗଡ ଜିଲ୍ଲା, ଅତାବିରା ବ୍ଲକ,ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମ ପଂଚାୟତ ରେ “ସୋଡ଼ାପାଲି ପ୍ରାଥମିକ କୃଷି ସମବାୟ ସମିତି ଲିଃ ” ଶୁଭ ଉଦଘାଟନ ଉଦଘାଟନ କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ସରପଞ୍ଚ ଭାଗବତିଆ ସିଂହ, ସମିତି ସଭ୍ୟ, ସମାଜ ସେବୀ ଓ ପଂଚାୟତ ର ଗ୍ରାମ ବାସୀ ଙ୍କ ସୁଭିଧା ନିମନ୍ତେ ଆଜି ଜାଙ୍ଗେଡ଼, ସୋଡ଼ାପାଲି, ପିଠାପୋଟଳ, ହଳଦୀ, ଢେମସା ଏ ସବୁ ଗାଁ ର ଲୋକ ଙ୍କ ସୁଭିଧା ନିମନ୍ତେ ସରକାର ଙ୍କ ଯୋଜନା ରେ କିପରି ହିତାଧିକାରୀ ସାମିଲ ହୋଇ ସରକାର ଙ୍କ ଯୋଜନା ଲାଭ ଉଠାଇ ପାରିବେ ତାହା ବ୍ୟାଖ୍ୟା କରି ଆଗକୁ ଆପଣଙ୍କ ଦୁଃଖ, ସୁଖ ର ସାଥି ବୋଲି କହନ୍ତି ବିଧାୟିକା, ବରଗଡ ଜିଲ୍ଲା ପ୍ରତିନିଧି ପବିତ୍ର ମେହେର ଜାଗ୍ରତ ଭାରତ ନ୍ୟୁଜ……

Leave a Reply

Your email address will not be published. Required fields are marked *