Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ସୋମ ଅଟୋ ପକ୍ଷରୁ ହଣ୍ଡ୍ରେଡ଼ ମିଲିୟନ ଉତ୍ସବ ପାଳନ। 

ଜେ. ବି. ଏନ୍ (୨୨ /୦୧ /୨୦୨୧) ବିଶ୍ୱର ସର୍ବ ବୃହତ ଦୁଇ ଚକିଆ ଯାନ ନିର୍ମାଣ କରି ହୀରୋ ମୋଟୋ କପର ଅଧିକୃତ ବିକ୍ରେତା ସୋମ ଅଟୋ ତରଫରୁ ୧୦୦ ମିଲିୟନ ସେଲିବ୍ରେସନ୍ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ବିଶିଷ୍ଟ ବ୍ୟବସାୟୀ ତଥା ବ୍ଲକ ଚେୟାରମେନ ଶ୍ରୀ ଯୁକ୍ତ ରାମ କୃଷ୍ଣ ସତପଥୀ ଏବ୍ଂ ସମେତ ନିୟନ୍ତ୍ରିତ ଅତିଥି ଓ ପଚାଶରୁ ଉର୍ଦ୍ଧ ଗ୍ରାହକ ବନ୍ଧୁ ଉପସ୍ଥିତ ଥିଲେ। ହୀରୋ ମୋଟୋ କପର କମ୍ପାନୀ ମୋଟ ୧୦ କୋଟି ଦୁଇ ଚକିଆ ଗାଡି ବିକ୍ରୟ କରିଥିବାରୁ ଏହି ଉତ୍ସବ ପାଳନ କରାଯାଇଥିଲା।

ଏହି ଉତ୍ସବରେ କମ୍ପାନୀର ଟେରି ଟୋରି ସେଲସ୍ ମ୍ୟାନେଜର ଶ୍ରୀ ଯୁକ୍ତ ଚନ୍ଦ୍ରକାନ୍ତ ପଣ୍ଡା ତଥା ସୋ ରୁମ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସୋମ ଅଟୋ ର ମ୍ୟାନେଜର୍ ଶ୍ରୀ ଯୁକ୍ତ ଶ୍ରୀ ଚନ୍ଦନ ନନ୍ଦ କମ୍ପାନୀ ଟି କୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।