Spread the love

ଚମ୍ପୁଆ…
ଚମ୍ପୁଆ ବ୍ଲକ, ରଜିଆ ପାଞ୍ଚଯାତ, ପତଳା ଗ୍ରାମରେ ହାତୀ ଉପଦ୍ରଵ ରେ ଗ୍ରାମ ର କେଦାର ପାତ୍ର, ଦୁଧିଷ୍ଟ୍ର ପାତ୍ର, ରେବତୀ କାଳନ୍ଦୀ, ଯଦୁ ପାତ୍ର, ଙ୍କର ଘର, ଏବଂ ପାଚେରୀ ଭାଙ୍ଗି ସମ୍ପୂର୍ଣ ଘର ନଷ୍ଟ କରି ବହୁତ ଆଶାବାପାତ୍ର ନଷ୍ଟ କରି ଦେଇଛନ୍ତି!
ଗ୍ରାମ ଵାସି ଙ୍କର ଜଙ୍ଗଲ ବିଭାଗ ଙ୍କୁ ଆମମାନଙ୍କର ଜରିଆରେ ଆନୁରଧ ଜଙ୍ଗଲ ବିଭାଗ ଶୀଘ୍ର ଏ ହାତୀ ପଲ ଙ୍କୁ ଜଙ୍ଗଲ ରୁ ଅନ୍ୟତ୍ର କରନ୍ତୁ ଏବଂ ଶୀଘ୍ର କ୍ଷତି ପୂରଣ ଦିଅନ୍ତୁ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ରୁ ରଣଞ୍ଜିତ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ୍।

Leave a Reply

Your email address will not be published. Required fields are marked *