Spread the love

ହିନ୍ଦୋଳ ଏନ ଏ ସି ନିର୍ବାଚନରେ ବିଜେଡି ବିଜୟଲାଭ କରିଥିବାରୁ ବିଜୟୀ ଉତ୍ସବ ପାଳତ

ଢେଙ୍କାନାଳ ଗଣେଷ ବଜାର ସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ହିନ୍ଦୋଳ ଏନ.ଏ.ସି ନିର୍ବାଚନ ରେ ବିଜୟ ହାସଲ କରିଥିବା ରୁ ବିଜୁ ଜନତା ଦଳ ତରଫରୁ ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳ ତଥା ସମସ୍ତ ବିଜୁ ଜନତା ଦଳ କର୍ମୀମାନଙ୍କ ଉପସ୍ଥିତରେ ବିଜୟୀ ଉତ୍ସବ ପାଳନ କରାଯାଇଥିଲା। ବାଣଫୁଟାଇ , ଲଡୁ ଖାଇ ବିଜୟୀ ଉତ୍ସବକୁ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *