କଟକ ଓଲ୍ଡ ଷ୍ଟୁଆର୍ଟ୍ ସ୍କୁଲ ରେ ଉତ୍କଳ ଦିବସ ପାଳନ.
ସ୍ଥାନ :କଟକ
ତାରିଖ 05/04/2023
Format AVB
କଟକରୁ ପ୍ରଦିପ୍ତ କୁମାର ଘଡେଇ ଙ୍କ ରିପୋର୍ଟ JBN TV
କଟକ ଆଜି ଓଲ୍ଡ ଷ୍ଟୁଆର୍ଟ୍ ସ୍କୁଲ ଅଡିଟୋରିଅମ ହଲ୍
ରେ ଉତ୍କଳ ଦିବସ ପାଳନ କରାଯାଇଥିଲା। ଏଥିରେ
Fenci ଡ୍ରେସ୍ ଓ ବକ୍ତୃତା ଉପରେ ପିଲାମାନେ ଭାଗ
ନେଇଥିଲେ। ଛୋଟ ଛୋଟ ପିଲାମାନେ ମଧୁସୂଦନ
ଦାସ, ଗୋପବନ୍ଧୁ, ସୁବାଷ୍ ବୋଷ, ଫକିର ମୋହନ
ସେନାପତି ତଥା ଓଡିଶାର ସାଂସ୍କୃତିକ ଉପରେ ବକ୍ତୃତା
ଦେଇଥିଲେ। ପାଖାପାଖି 60 ରୁ 70 ପିଲାମାନେ ଏଥିରେ
ଅଂଶଗ୍ରହଣ କରିଥିଲେ। ଏହି କାର୍ଯକ୍ରମ କୁ ସମସ୍ତ ଶିକ୍ଷକ
ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ। ସ୍କୁଲ ର
ଅଧ୍ୟକ୍ଷ ଏଫ୍, ସି, ନର୍ଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲର ମେଡିଆ ସଂଯୋଜିକା ତଥା ଓଡିଆ ବିଭାଗର ଶିକ୍ଷୟିତ୍ରୀ ଶ୍ରୀମତୀ ଅର୍ଚନା ଦାସ କାନୁନଗୋ
ଏହି କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳିକା ଥିଲେ।
