Spread the love

୩୬ ତମ ଜାତୀୟ ସବ୍ ଜୁନିୟର୍ କ୍ୟୁରେlଗୀ 11 ତମ ଜାତୀୟ PUMSE ସବ୍ ଜୁନିଅର ଟାଇକଣ୍ଡୋ ଚାମ୍ପିଅନସିପ୍ 2023 ର ଆଜି ଦୂତିୟ ଦିନ ।

ସ୍ଥାନ କଟକ

ତାରିଖ 26/03/23

Format AVB

କଟକ ଜବାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ 36ତମ ଜାତୀୟ ସବ୍ ଜୁନିୟର୍ କ୍ୟୁ ରେl ଗୀ ତଥା 11 ତମ
ଜାତୀୟ PUMSE ସବ୍ ଜୁନିଅର ଟାଇ କଣ୍ଡୋ ଚାମ୍ପିଅନସିପ୍ 2023 ର ଆଜି ଦୂ ତୀୟ ଦିନରେ କିରୋଗି ବିଭାଗରେ ଗୁଜୁରାଟ,ଉତ୍ତରପ୍ରଦେଶ ରାଜ୍ୟ ପଦକର ବର୍ଷା କରିବାର ଲାଗିଚି ପଛେ ପଛେ ନଗର୍ଲାଣ୍ଡ,ହରିୟଣା ଏବଂ ରାଜସ୍ଥାନ ନିଜର ପଦକ ଦାବିଦାର ପାଇଁ ଉଦ୍ୟମ ଚଳେଛି ଏବଂ ଘରୋଇ ରାଜ୍ୟ ଓଡ଼ିଶା ମଧ୍ୟ ନିଜର ପଦକ ସଂଗ୍ର ପାଇଁ ଜାରି ରଖିଛି ଆଜିର ଦୂତି ୟ ଦିନରେ ମୁଖ୍ୟ ଅତିଥି ଭାବେ ପୂର୍ବ ତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ଶ୍ରୀ ପ୍ରତାପ ଜେନା ଏବଂ ତାଙ୍କ ସହ ସମ୍ମାନ ନୀୟ ଅତିଥି ଶ୍ରୀ ପ୍ରଶାନ୍ତ ବେହେରା ବିଧାୟକ ଟାଙ୍ଗୀ ସାଲେପୁର କଟକ, ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ ସଭାପତି ଓଡ଼ିଆ ତାଇକୋଣ୍ଡ ଆସୋ ସେସନ୍ ଉପସ୍ଥିତ ରହି ଜୟ ଯୁକ୍ତ କରିଥିବା ଖେଳାଳି ମାନଙ୍କୁ ସ୍ଵର୍ଣ୍ଣ,ରୁପ୍ୟ ଏବଂ କଂ।ସ୍ୟ ପଦକ ପ୍ରଦାନ କରିଥିଲେ ଏବଂ ଜେଉ ପ୍ରତିଯୋଗୀ ମାନେ ଜିତି ପାରିନାହାନ୍ତି ସେମାନେ ଆଗାମୀ ଚାମ୍ପିଅନ ଶିପ ରେ କିଭଳି ଭାବେ ଭଲ ପଦର୍ଶନ କରିବେ ଅତିଥି ମାନେ ଉତ୍ସାହିତ କରିଥିଲେ କଲି ଏହି ଚମ୍ପିୟାନ ସିପ୍ ର ଉଦଯାପନୀ ଦିବସ ।

Leave a Reply

Your email address will not be published. Required fields are marked *