ପରଜଙ୍ଗ ବ୍ଲକର ରୋଡ଼ ପଞ୍ଚାୟତ ଠାରେ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ନେହେରୁ ଯୁବକେନ୍ଦ୍ର ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ର ମିଳିତ ଉଦ୍ଦେଶ୍ୟରେ ପରଜଙ୍ଗ ବ୍ଲକର ରୋଡ଼ ପଞ୍ଚାୟତ ଠାରେ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ହୋଇଥିଲା।ଏଥିରେ ରୋଡ଼ ସେବେନ ଷ୍ଟାର ଓ କୁନ୍ଦନ ଦେଇପୂର ଇଲେଭେନ୍ ମଧ୍ୟରେ ୩ ରାଉଣ୍ଡ ମ୍ୟାଚ…
