ଆସନ୍ତା କାଲି ଠାରୁ ଚାଲିବ ବିଧାନସଭା ବଜେଟ ଅଧିବେଶନ
ଆସନ୍ତା କାଲି ଠାରୁ ଚାଲିବ ବିଧାନସଭା ବଜେଟ ଅଧିବେଶନ ଆସନ୍ତା କାଲି ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଚାଲିବ। ତେବେ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଡଗ ସ୍କ୍ୱାର୍ଡ ସହ ବମ୍ବ ସ୍କ୍ୱାର୍ଡ ମୁତୟନ ହେବ। ଆସନ୍ତାକାଲି ବିଧାନସଭା…
