Spread the love

ଆସନ୍ତା କାଲି ଠାରୁ ଚାଲିବ ବିଧାନସଭା ବଜେଟ ଅଧିବେଶନ

ଆସନ୍ତା କାଲି ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଚାଲିବ। ତେବେ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଡଗ ସ୍କ୍ୱାର୍ଡ ସହ ବମ୍ବ ସ୍କ୍ୱାର୍ଡ ମୁତୟନ ହେବ। ଆସନ୍ତାକାଲି ବିଧାନସଭା ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ବିଧାନସଭାରେ କିପରି ବିରୋଧୀ ଶାସକ ମୁହାମୁହିଁ ହେବେ ସେଥିପାଇଁ ରଣନୀତି ପ୍ରସ୍ତୁତ ସରିଛି। ଏଥରର ବଜେଟ୍ ଅଧିବେଶନ ଚଳାଇବା ଏତେ ସହଜ ହେବନି। ବିଭିନ୍ନ ପ୍ରସଙ୍ଗକୁ ନେଇ ଏଥର ବିଧାନସଭାରେ ଝଡ ସୃଷ୍ଟି ହେବାର ଅଧିକ ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *