Month: February 2023

ସଡକ ଦୁର୍ଘଟଣାରେ ଜଣେ ମୃତ, ପାଞ୍ଚଜଣ ଗୁରୁତର ଆହତ

Breaking news ସଡକ ଦୁର୍ଘଟଣାରେ ଜଣେ ମୃତ, ପାଞ୍ଚଜଣ ଗୁରୁତର ଆହତ କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ 520 ନଂ ଜାତୀୟ ରାଜପଥ ବାସୁଦେବପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗୋଟିଏ ପରିବାରର ଜଣେ ମୃତ, 5 ଜଣ ଗୁରୁତର।…

ଅମ୍ବାଭୋନା ରେ ରାଧାକୃଷ୍ଣ ମନ୍ଦିର ର ରତ୍ନମୂଦ ମହୋତ୍ସବ

ଅମ୍ବାଭୋନା ରେ ରାଧାକୃଷ୍ଣ ମନ୍ଦିର ର ରତ୍ନମୂଦ ମହୋତ୍ସବ । ********************** ଅମ୍ବାଭୋନା –02/02/2023। ବରଗଡ଼ ଜିଲ୍ଲାର ଅମ୍ବାଭୋନା ଠାରେ ନିର୍ମାଣଧୀନ ରାଧାକୃଷ୍ଣ ମନ୍ଦିର ର ରତ୍ନମୂଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଦିର୍ଘ 15 ବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା…

Nneu ର ବାର୍ଷିକ ଉତ୍ସବ ପାଳିତ

Nneu ର ବାର୍ଷିକ ଉତ୍ସବ ପାଳିତ ନାଲକୋ ନଗର – ଗତ ଫେବୃୟାରୀ ୧ ତାରିଖ ସନ୍ଧ୍ୟାରେ NNEU ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଉକ୍ତ ସଭାରେ ସଂଗଠନର ସଭାପତି,ଅନୁଗୋଳ ବିଧାୟକ, ତଥା ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀଯୁକ୍ତ…

ବିଶ୍ଵ ଆର୍ଦ୍ର ଭୂମି ଦିବସ ପାଳିତ

ବିଶ୍ଵ ଆର୍ଦ୍ର ଭୂମି ଦିବସ ପାଳିତ ଢେଙ୍କାନାଳ municipalityର୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୦୨.୦୨.୨୦୨୩ ରିଖ ଗୁରୁବାର ରେ ବିଶ୍ଵ ଆର୍ଦ୍ର ଭୂମି ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ…

ଆସନ୍ତା ୨୧ରୁ ରାଜ୍ୟ ବଜେଟ ଅଧିବେଶନ

ଆସନ୍ତା ୨୧ରୁ ରାଜ୍ୟ ବଜେଟ ଅଧିବେଶନ ଏପ୍ରିଲ୍ ୬ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଫେବ୍ରୁଆରୀ ୨୪ରେ ହେବ ବଜେଟ ଉପସ୍ଥାପନ । ୨ଟି ପର୍ଯ୍ୟାୟରେ ହେବ ବଜେଟ ଅଧିବେଶନ । ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରଥମ…

ହାତୀ ଆକ୍ରମଣରେ ଜଣେ ମହିଳା ଆହତ

ହାତୀ ଆକ୍ରମଣରେ ଜଣେ ମହିଳା ଆହତ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଙ୍କିଡି ଗ୍ରାମର ଅପୂର୍ବ ନାଏକ, ସ୍ୱାମୀ -ଗୌର ନାଏକ, ବୟସ -47, ତାଙ୍କରଏକ ଗାଇ ହଜିଯାଇଥିଲା ସେଇ ଗାଈକୁ କୁ ଖୋଜିବାକୁ ଯାଇଥିଲେ !କିନ୍ତୁ ଦୁର୍ଭାଗ୍ୟ ବଶତଃ ଗାଈ…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍ଘାଟିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ଜନତା ମଇଦାନରେ ଉଦ୍ଘଟିତ ହୋଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ…

ଭିଜିଲାନ୍ସ ଜାଲରେ ସିନିୟର ଲାବୋରେଟୋରୀ ଟେକ୍ନିସିଆନ,

ଆଜି ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ,ସିନିୟର ଲାବୋରେଟୋରୀ ଟେକ୍ନିସିଆନ,ସିଏଚସି,ତରଭା,ସୁବର୍ଣ୍ଣପୁର,ଜଣେ ଅଭିଯୋଗକାରୀଙ୍କଠାରୁ ତାଙ୍କର ଓ ଅନ୍ୟ ୫୯ ଗରିବଗ୍ରାମବାସୀଙ୍କର(@ ₹୧୫୦)ଲ୍ୟାବ ମେଡିକାଲ ପରୀକ୍ଷାରିପୋର୍ଟ ପ୍ରଦାନପାଇଁ(ସରକାରୀଭାବେ ସିଏଚସିରେ ମାଗଣା ଅଟେ)₹୯,୦୦୦/ଟଙ୍କା ଲାଞ୍ଚନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହେଇଛନ୍ତି l Post Views: 21

ଚିଚୋଲି ଧନୁଯାତ୍ରାର ଷଷ୍ଠ ରଜନୀ —-ମଥୁରାରେ କଂସ ଙ୍କ ରଙ୍ଗସଭା ଗୋପପୁରେ କୃଷ୍ଣ ବଳରାମ ଙ୍କ ମଥୁରା ଗମନ ଓ ଗୋପୀମାନଙ୍କ ବିଳାପ

ଚିଚୋଲି ଧନୁଯାତ୍ରାର ଷଷ୍ଠ ରଜନୀ —-ମଥୁରାରେ କଂସ ଙ୍କ ରଙ୍ଗସଭା ଗୋପପୁରେ କୃଷ୍ଣ ବଳରାମ ଙ୍କ ମଥୁରା ଗମନ ଓ ଗୋପୀମାନଙ୍କ ବିଳାପ। ***************”******* ଅମ୍ବାଭୋନା 01/02/2023 —ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଚିଚୋଲି ଧନୁଯାତ୍ରା ମସୋତ୍ସବ ଷଷ୍ଠ ରଜନୀ…

ପାଣିପଂଚାୟତ ପକ୍ଷ ପାଳନ

ପାଣିପଂଚାୟତ ପକ୍ଷ ପାଳନ ରେଙ୍ଗାଳି ଦକ୍ଷିଣପାର୍ଶ୍ଵ ପ୍ରକଳ୍ପର ସଚେତନତା ରଥ ଶୁଭାରମ୍ଭ କଲେ ବିଧାୟକ ଢେଙ୍କାନାଳ , ୦୧ / ୦୨ : ଜମିକୁ ଜଳର ସଦ୍‌ବ୍ୟବହାର ଏବଂ ସୁବଂଟନ କରି ସମସ୍ତେ ଯେଭଳି ପାଣି ପଂଚାୟତ ମାଧ୍ୟମରେ ଉପକୃତ ହୋଇପାରିବେ…